pratilipi-logo प्रतिलिपि
हिन्दी

ଟିନଏଜ୍ ଲଭ୍

4.6
1189

##ଟିନ୍  ଏଜ ଲଭ ।। ପ୍ରତିମା ଦାସ।। ଲିଫ୍ଟ ଖରାପ ଥିଲା। ଡିୟୁଟି ସମୟ ହୋଇଗଲାଣି। ମୁଁ ସିଡିରେ ତରବର ହୋଇ ଓହ୍ଲାଉ ଥିଲି। ମୋ ଛନ୍ଦମୟ ହାଇହିଲ୍ର ଟକ୍ -ଟାକ୍ ଆୱାଜ ମୋ ସହିତ ଯାତ୍ରା କରୁଥିଲା। ବାକି ଶବ୍ଦ ଶୂନ୍ୟ ପରିବେଶ। ଦ୍ରୁତ ...

अभी पढ़ें
लेखक के बारे में
author
समीक्षा
  • author
    आपकी रेटिंग

  • कुल टिप्पणी
  • author
    Uma Sankar Sarangi
    20 जुलाई 2022
    ଏ ଭଳି ଭଲ ପାଇବାକୁ ଆସକ୍ତି,ଆକର୍ଷଣ, ସମ୍ମୋହନ କିମ୍ବା ମୁଗ୍ଧତା କୁହାଯାଇପାରେ। କୈଶୋର ଅବସ୍ଥାରେ ବୟସର ତାର ତମ୍ୟ ବାଛ ବିଚାର ନକରି ନାରୀ ପ୍ରତି ଦୁର୍ବଳତା ଗଢ଼ି ଉଠେ। ସାଧାରଣତଃ ଆକୃଷ୍ଟ ହୁଏ ନାରୀର ଅଙ୍ଗ ଗଠନ, ଚାଲି ଚଳନ, କଥା ବାର୍ତ୍ତା ଓ ଗୁଣ। ଏଭଳି ସମ୍ପର୍କ ସ୍ଥାପନ କୁ ତର୍ଜମା ନକରି ପିଲାଟି ପ୍ରେମ ବୋଲି ଭାବି ଭୁଲ କରି ବସିଛି। ଶିକ୍ଷା ପାଇବା ପରେ ମଧ୍ଯ ଚାଲାକ୍ କରି ଭାଇ ନହୋଇ ଏକ ବନ୍ଧୁର ସ୍ଥାନ ଅଧିକାର କରିଛି। ଏ ଭଳି ସଂକେତ ପାଇଲେ ଆରମ୍ଭରୁ ସତର୍କ ରହିବାକୁ ପଡିବ ଯାହାକି ନାରିଟି ବହୁତ ଡେରିରେ ବୁଝିଛନ୍ତି। ଗପଟିର ଲେଖା ଓ ପ୍ରବାହ ଭଲ ଲାଗିଲା।
  • author
    Chittaranjan Mohanty
    20 जुलाई 2022
    ମନୁଷ୍ୟ ଏକ ସାମାଜିକ ପ୍ରାଣୀ,ସମାଜ ମଧ୍ୟରେ ପ୍ରକୃତି ମଧ୍ୟରେ ଅନେକ ବସ୍ତୁ ଓ ଅନେକ ସୁନ୍ଦର ପ୍ରଣୀ ସମୁହ ରହିଛନ୍ତି,ସେ ସବୁକୁ ମନୁଷ୍ୟ ଭଲପାଏ, ପ୍ରକୃତି କୁ ତ ମନୁଷ୍ୟ ଭଲ ପାଏ ।ନାରୀ ଏକ ପ୍ରକୃତି ମଧ୍ୟ,ତେଣୁ ଭଲପାଇବା ରେ କିଛି ବିଚିତ୍ରତା ନାହିଁ,କିନ୍ତୁ ସେହି ଭଲପାଇବା ର ଦିଗ ଆବିଳତା ଠାରୁ ଦୂରେଇରହିବା ଉଚିତୂ।ନିରୁତା ଭଲପାଇବା ରେ କୌଣସି କ୍ଷତି ନଥାଏ, ନିଃସ୍ଵାର୍ଥପର ଭଲପାଇବା ମନୁଷ୍ୟ ର ବ୍ୟବହାରକୁ ମାର୍ଜିତ କରେ। ଗୋଟିଏ ସୁନ୍ଦର ମନ ନେଇ ସମସ୍ତଙ୍କୁ ଭଲପାଇଲେ ଏ ସୃଷ୍ଟିର ସାର୍ଥକତା ପ୍ରତିପାଦନ ହୁଏ। ସୁନ୍ଦର କାହାଣୀ ପାଇଁ ଶୁଭେଚ୍ଛା!
  • author
    ɧąཞą℘ཞıყą ŋąყąƙ
    21 जुलाई 2022
    ଓହ୍ କି ସୁନ୍ଦର, ଚମତ୍କାର ଲେଖନ ଶୈଳୀରେ ଲେଖିଛନ୍ତି ମ୍ୟାମ୍। ସତରେ ବର୍ତ୍ତମାନର ପୁଅ, ଝିଅ ମାନଙ୍କୁ କଣ ହେଉଛି କେଜାଣି ବୟସର ପାର୍ଥକ୍ୟକୁ ସେମାନେ ବୁଝିବାକୁ ବି ଚେଷ୍ଟା କରୁନାହାନ୍ତି। ରିଲ୍ ରେ ହେଉ କି ରିୟଲରେ ସବୁ କ୍ଷେତ୍ରରେ ଏମିତି ହିଁ ଘଟୁଛି। ଏଇ କଥାରୁ ମୋର ଗୋଟେ ମଜା କଥା ମନେ ପଡିଲା ଯାହାକୁ ମୁଁ ନକହି ରହିପାରୁନି ଯେ ଆମ ଘର ପାଖର କିଛି ବୟସ୍କ ମାଉସୀ ସମାନ ବୟସର ମୋ ମାଆକୁ ମଧ୍ୟ ମାଉସୀ ସମ୍ବୋଧନ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗେ ଯେ ସେମାନେ ନିଜକୁ କଣ ଟିନ୍ଏଜ୍ ର ଭାବନ୍ତି ନା ବୁଦ୍ଧି ଭ୍ରଷ୍ଟ ହେଇ ଯାଇଛି। 😆