ବଡ ସ୍ବପ୍ନ ସାଉଁଟୁ ଥିବା ଛୋଟିଆ ମଣିଷଟେ ।
ୱାଟ୍ସ ଆପ୍ : ୮୮୯୫୧୫୬୩୫୫
ଭବିତବ୍ୟ ଯାହା ଅବଶ୍ୟ ଘଟିବ
କିଏତା କରିବ ଆନ
ଜ୍ୟୋତିଶ୍ଚକ୍ର ଗତି ରୋଧିବାକୁ ଅବା
କିଏ ଅଛି ବଳବାନ
ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁ
ସମସ୍ତକଂ ଭାଗ୍ୟ ଡୋରୀ
ନିଜଭାଗ୍ୟ ଡୋରୀ କାଳହସ୍ତେ ବନ୍ଧା
ପକାନ୍ତି ହେଳେ ପାଶୋରୀ ॥
ଲେଖା ଯେଉଁ ଦିନ ଦର୍ପଣ ହୋଇଯାଏ ସେଦିନ ଲେଖକ ଧନ୍ୟ ହୋଇଯାଏ ॥
रिपोर्ट की समस्या
रिपोर्ट की समस्या
रिपोर्ट की समस्या