pratilipi-logo प्रतिलिपि
हिन्दी

ପାଳି:ସମାଜର ଘୃଣ୍ଯ ସତ୍ଯ

171
5

ସେଦିନ ରେଣୁ ମାଉସୀ ବ୍ୟାଗ୍ ଟିକୁ କାଖେଇ ଆସି ବଡ ପୁଅ ଜୀବନ ଘରେ ପହଞ୍ଚିଲା। ୨ ପୁଅଙ୍କ ଘରେ ମାଉସୀ ୬ମାସ ଲେଖାଏଁ ରହନ୍ତି। ରେଣୁ ମାଉସୀ ଙ୍କ ସ୍ୱାମୀ କୈଳାସ ମଉସା ମରିବା ପରଠାରୁ ମାଉସୀ ନିଜକୁ ଭାରି ଏକୁଟିଆ ମନେ କରନ୍ତି। ବୋହୂ ମାନେ ...