ନିଜର ମୁହଁ ଦେଖିବାପାଇଁ..ଯାହାକୁ ଦର୍ପଣ ଭାବି ତା ଆଗରେ ସେ ଠିଆ ହେଲା, ସେଇଟା ଦର୍ପଣ ନ ଥିଲା, ଥିଲା ଗୋଟାଏ ସ୍ବଚ୍ଛ ପାରଦର୍ଶୀ କାଚର ବଡ ଝରକାଟିଏ, ସହରର ସବୁଠୁଁ ବଡ ଇନ୍ଦ୍ରଧନୁ ମଲ୍ ଦୋକାନ ଘର ର । ଝରକା ଦେଇ ଆର ପଟରେ ଘଟୁଥିବା ଘଟଣା ...