pratilipi-logo प्रतिलिपि
हिन्दी

ସ୍ୱପ୍ନ ସରିନି ମିନୁର

1284
4

ମିଉଁଉଁଉଁ.......... ଏ ମିଉଁ। ମୁଁ ଜାନିଚି.... ତୁ ଏଥି କୋଉତି ନୁଚିଚୁ। ମୋ ସାଂଗଲେ ଖେଲୁଚୁ.....। ଦେଖ ମୁଁ ତୋ ପେଇଁ ଖିଲ(କ୍ଷୀର), ବିକୁଟ (ବିସ୍କୁଟ) ଆନିଚି....ଯଦି ନ ଆସିବୁ ମୁଁ ଆଉ କାକୁ ଦେଇଦେବି। ...