ଜନ୍ମ ତାରିଖ ୦୧.୦୧.୧୯୭୦ । ଗୀତିକାର, ଜନପ୍ରିୟ ବିଜ୍ଞାନ, ବ୍ୟଙ୍ଗ (କବିତା,ଗଳ୍ପ ) ଲେଖକ । ଏପର୍ଯ୍ୟନ୍ତ ଓଡ଼ିଆ, ହିନ୍ଦୀ ଓ ସମ୍ବଲପୁରୀ ଭାଷାରେ ୧୬ ଟି ପୁସ୍ତକ ପ୍ରକାଶିତ ହୋଇ ଓଡ଼ିଶାର ବିଭିନ୍ନ ଲାଇବ୍ରେରୀରେ ଉପଲବ୍ଧ । ସମ୍ପ୍ରତି ଓଡିଶା ସଚିବାଳୟରେ ଉପ ଶାସନ ସଚିବ ଭାବେ କାର୍ଯ୍ୟରତ । Sriram Movie & Music channel ,You Tubeରେ ମୋ ଦ୍ବାରା ଲିଖିତ ଗଜଲ,ଭଜନ ଓ ଆଧୁନିକ ଗୀତ ଉପଲବ୍ଧ ।